କନକ ବ୍ୟୁରୋ : ବଲାଙ୍ଗୀରରେ ଆତଙ୍କ । ସହର ଭିତରୁ ଉଦ୍ଧାର ହେଲା ୧୦ ଫୁଟିଆ ଅଜଗର । ସକାଳୁ ସକାଳୁ ସହର ଭିତରେ ଥିବା ଶିବ ମନ୍ଦିର ପାଖରେ ଥିବା ଗଛରୁ ଅଜଗରକୁ ଉଦ୍ଧାର କରାଯାଇଛି ।
ସାପଟିକୁ ସ୍ଥାନୀୟ ଲୋକ ଦେଖି ଆତଙ୍କିତ ହୋଇ ହେଲ୍ପ ଲାଇନକୁ ଖବର ଦେଇଥିଲେ । କର୍ତ୍ତବ୍ୟ ଫାଉଣ୍ଡେସନ ସ୍ନେକ ହେଲ୍ଫ ଲାଇନର ୨ଜଣ ସଦସ୍ୟ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/13-13.jpg)
/kanak/media/post_attachments/wp-content/uploads/2020/10/vlcsnap-2020-10-12-12h49m16s151.png)