କଟକରେ ଲୋକଙ୍କ ମନ ଜିତୁଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସାହି ସାହି ବୁଲି କରୁଛନ୍ତି ପ୍ରଚାର ।

Advertisment
କଟକରେ ଲୋକଙ୍କ ମନ ଜିତୁଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସାହି ସାହି ବୁଲି କରୁଛନ୍ତି ପ୍ରଚାର ।

କନକ ବ୍ୟୁରୋ: ବାରବାଟୀ-କଟକ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଜୋରଦାର ପ୍ରଚାର । ବାଇକ୍ ରାଲିରେ ୱାର୍ଡ ନମ୍ବର ୯ ଓ ୧୬ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ଏହା ପରେ ତୁଳସୀପୁରଠାରେ ଜେବିଏସ ମଣ୍ଡପରେ ଏକ ସାଧାରଣ ସଭା କରିଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଏହି ଅବସରରେ ସେ କହିଛନ୍ତି, ବିଜେପି ପ୍ରତି ଲୋକଙ୍କ ସମର୍ଥନ ରହିଛି । ଆଗାମୀ ଦିନରେ ତାହା ବହୁମତରେ ପରିଣତ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe