କନକ ବ୍ୟୁରୋ: ନିର୍ବାଚନ ଲଢିପାରିବେନି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି । ଆମେରିକାର ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଟ୍ରମ୍ପ ଲଢିପାରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଲଢିବା ପାଇଁ ଟ୍ରମ୍ପ ଅଯୋଗ୍ୟ ବୋଲି କହିଛନ୍ତି କହିଛନ୍ତି କୋର୍ଟ ।

Advertisment

୨୦୨୧ ଜାନୁଆରୀ ୬ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ଟ୍ରମ୍ପଙ୍କୁ ହରାଇ ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ଟ୍ରମ୍ପଙ୍କ ସମର୍ଥନମାନେ ହ୍ୱାଇଟ ହାଉସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ପୁଲିସ ଏବଂ ଟ୍ରମ୍ପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରଥମ ଥର ପାଇଁ ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦେଖିବାକୁ ମଳିଥିଲା । ତେବେ ଟ୍ରମ୍ପ ଏଥର ପୁଣି ନିର୍ବାଚନ ଲଢିବାକୁ ଯୋଜନା କରିଥିବା ବେଳେ ତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି ।