ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ : ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର

Advertisment
ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ : ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର

କନକ ବ୍ୟୁରୋ : ଗୁରୁବାର ଦିନ ପାରମ୍ପାରିକ ବିତର୍କରେ ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ । ନିର୍ବାଚନ ପୂର୍ବରୁ ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ହୋଇଥାଏ । ଏବେ ପ୍ରଥମ ଥର ଲାଗି ଏହି ବିତର୍କ ସମୟରେ ମ୍ୟୁଟ ବଟନର ବ୍ୟବସ୍ଥା କରାଯାଛି ।

ପ୍ରଥମ ପର୍ଯ୍ୟାୟ ବିତର୍କରେ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଂଚିଯାଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରଥମ ଥର ପାଇଁ ଏହି ବିତର୍କ ସମୟରେ ଏକ ମ୍ୟୁଟ ବଟନର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe