କନକ ବ୍ୟୁରୋ : ଗୁରୁବାର ଦିନ ପାରମ୍ପାରିକ ବିତର୍କରେ ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ । ନିର୍ବାଚନ ପୂର୍ବରୁ ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ହୋଇଥାଏ । ଏବେ ପ୍ରଥମ ଥର ଲାଗି ଏହି ବିତର୍କ ସମୟରେ ମ୍ୟୁଟ ବଟନର ବ୍ୟବସ୍ଥା କରାଯାଛି ।
ପ୍ରଥମ ପର୍ଯ୍ୟାୟ ବିତର୍କରେ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଂଚିଯାଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରଥମ ଥର ପାଇଁ ଏହି ବିତର୍କ ସମୟରେ ଏକ ମ୍ୟୁଟ ବଟନର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/4-24.jpg)