ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ

Advertisment
ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ

କନକ ବ୍ୟୁରୋ: ପରିବେଶବିତଙ୍କ ପାଇଁ ଖୁସିଖବର । ଚନ୍ଦ୍ରଭାଗା ସମୁଦ୍ରରେ  ଦେଖାଗଲା ଡଲଫିନ ।  ସମୁଦ୍ରରେ ଡଲଫିନ ଖେଳୁଥିବାର ଦୃଶ୍ୟ କ୍ୟାମରୋରେ କଏଦ ହୋଇଛି ।  ଏକାଧିକ ଡଲିଫଲ ସମୁଦ୍ରରେ ଖେଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ  ସାତପଡାରେ ମଧ୍ୟ ଏଭଳି ଡଲଫିନ ଦେଖିବାକୁ ମିଳୁଛି । ଯାହା ସବୁବେଳେ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe