କନକ ବ୍ୟୁରୋ: ପରିବେଶବିତଙ୍କ ପାଇଁ ଖୁସିଖବର । ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ । ସମୁଦ୍ରରେ ଡଲଫିନ ଖେଳୁଥିବାର ଦୃଶ୍ୟ କ୍ୟାମରୋରେ କଏଦ ହୋଇଛି । ଏକାଧିକ ଡଲିଫଲ ସମୁଦ୍ରରେ ଖେଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ ସାତପଡାରେ ମଧ୍ୟ ଏଭଳି ଡଲଫିନ ଦେଖିବାକୁ ମିଳୁଛି । ଯାହା ସବୁବେଳେ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ ।
ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ
/kanak/media/post_attachments/wp-content/uploads/2020/12/3-15.jpg)