ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ

କ୍ୟାମେରାରେ କଏଦ ହେଲା ଦୃଶ୍ୟ

430

କନକ ବ୍ୟୁରୋ: ପରିବେଶବିତଙ୍କ ପାଇଁ ଖୁସିଖବର । ଚନ୍ଦ୍ରଭାଗା ସମୁଦ୍ରରେ  ଦେଖାଗଲା ଡଲଫିନ ।  ସମୁଦ୍ରରେ ଡଲଫିନ ଖେଳୁଥିବାର ଦୃଶ୍ୟ କ୍ୟାମରୋରେ କଏଦ ହୋଇଛି ।  ଏକାଧିକ ଡଲିଫଲ ସମୁଦ୍ରରେ ଖେଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ  ସାତପଡାରେ ମଧ୍ୟ ଏଭଳି ଡଲଫିନ ଦେଖିବାକୁ ମିଳୁଛି । ଯାହା ସବୁବେଳେ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ ।

Comments are closed.