କନକ ବ୍ୟୁରୋ: କଣାସ ଅଞ୍ଚଳରେ ମାତିଛି ପାଗଳ କୁକୁର । କୁକୁର ଆକ୍ରମଣରେ ୧୭ ଜଣ ଲହୁଲୁହାଣ ହୋଇଛନ୍ତି । କୁକୁରଟି ଯାହାକୁ ଦେଖୁଛି ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି । ଗୋଟିଏ ଦିନରେ ୧୭ ଜଣଙ୍କୁ ଏହି କୁକୁର ଆକ୍ରମଣ କରିସାରିଛି । କଣାସ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । ଚୁପୁରିଙ୍ଗି ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us