କଟକ ବ୍ୟୁରୋ,କନକ ନ୍ୟୁଜ୍ : ଶିଶୁଭବନରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବିରେ ପିଜି ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି । ଗତକାଲିଠାରୁ କାର୍ଯ୍ୟବନ୍ଦ କରି ଡାକ୍ତରମାନେ ଏହି ଆନ୍ଦୋଳନ କରୁଛନ୍ତି । ସୁରକ୍ଷା ନେଇ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପ୍ରତିବାଦରେ ଡାକ୍ତର ମାନେ ଏହି ପଦକ୍ଷେପ ନେଇଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଦାବି ପୁରଣ ହୋଇନାହିଁ ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଡାକ୍ତର ମାନେ ।
ଏଥି ସହିତ ଏସସିବି ନର୍ସିଂ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/vlcsnap-2016-05-20-16h25m30s744.png)