ଓମିକ୍ରନ ରୋକିବାରେ କପଡ଼ା ମାସ୍କ ହୋଇପାରେ ବିଫଳ । ଡବଲ ମାସ୍କ ପିନ୍ଧିବାକୁ କହିଲେ ଡାକ୍ତର ।

ଓମିକ୍ରନ ରୋକିବାରେ କପଡ଼ା ମାସ୍କ ହୋଇପାରେ ବିଫଳ । ଡବଲ ମାସ୍କ ପିନ୍ଧିବାକୁ କହିଲେ ଡାକ୍ତର ।

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସେମାନଙ୍କ କହିବା କଥା ହେଲା, କପଡ଼ା ମାସ୍କ ଓମିକ୍ରନ ଭୂତାଣୁକୁ ରୋକିବାରେ ବିଫଳ ହୋଇପାରେ । ତେଣୁ ଡବଲ ମାସ୍କ ବ୍ୟବହାର ଜରୁରୀ । ଖାଲି ଡବଲ ମାସ୍କ ପିନ୍ଧିଲେ ହେବ ନାହିଁ, ଉପଯୁକ୍ତ ଭାବେ ଏହାକୁ ପିନ୍ଧିବାକୁ ହେବ । ତେବେ ଏନ-୯୫ କିମ୍ବା କେଏନ -୯୫ ମାସ୍କ ସବୁଠୁ ଭଲ ବୋଲି ଡାକ୍ତର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe