ରଥଯାତ୍ରା ସୁରକ୍ଷା ପାଇଁ ଦାୟିତ୍ୱ ବଣ୍ଟା । ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ବହୁ ଆଇପିଏସ ଅଫିସର ନିଯୁକ୍ତ, ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ଯାଏ କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର ।

ରଥଯାତ୍ରା ସୁରକ୍ଷା ପାଇଁ ଦାୟିତ୍ୱ ବଣ୍ଟା । ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ବହୁ ଆଇପିଏସ ଅଫିସର ନିଯୁକ୍ତ, ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରିବିଜେ ଯାଏ କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୨୪ ବର୍ଷ ପରେ ବିରଳ ରଥଯାତ୍ରା ହେବାକୁଥିବାବେଳେ ଏଥର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଘୋଷଯାତ୍ରା ପାଇଁ ହାତରେ ଆଉ ମାତ୍ର ୮ଦିନ । ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟିତ୍ୱ ବଣ୍ଟା ହୋଇଛି ।

ରଥ ସୁରକ୍ଷା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ଦାୟିତ୍ୱ
ପୋଲିସ ପରିଚାଳନା ବୁଝିବେ ଆଇପିଏସ ସଂଜୟ କୁମାର
ଶ୍ରୀମନ୍ଦିର ଭିତର ବ୍ୟବସ୍ଥା ବୁଝିବେ ଆଇପିଏସ ସାର୍ଥକ ଷଡଙ୍ଗୀ
ନୀତି ଶୃଙ୍ଖଳିତ କରିବାକୁ ମିଳିଛି ଦାୟିତ୍ୱ
ଆଇପିଏସ ଦେବ ଦତ୍ତ ସିଂହଙ୍କୁ କର୍ଡନ ମ୍ୟାନେଜମେଂଟ ଦାୟିତ୍ୱ
ଗହଳି ନିୟନ୍ତ୍ରଣ ପାଇଁ ଆଇପିଏସ ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ
ଆଇପିଏସ ରାଜେଶ କୁମାରଙ୍କୁ ରେଳ ଓ ଉପକୂଳ ସୁରକ୍ଷା ଦାୟିତ୍ୱ
ସଂଚାର ଦାୟିତ୍ୱରେ ଅଛନ୍ତି ଜେ.କେ ବେହେରା
ଭିଆଇପି ସୁରକ୍ଷା ପାଇଁ ଦୁର୍ବାସା ନାୟକଙ୍କୁ ଦାୟିତ୍ୱ
ଏ.କେ ମହାନ୍ତିଙ୍କୁ ପୋଲିସ ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଦାୟିତ୍ୱ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe