ହାଇଦରର ପୁଅକୁ ମିଳିଲାନି ପାରୋଲ : ୪୦ ଦିନିଆ ପାରୋଲ ପାଇଁ କରିଥିଲା ଆବେଦନ

Advertisment
ହାଇଦରର ପୁଅକୁ ମିଳିଲାନି ପାରୋଲ : ୪୦ ଦିନିଆ ପାରୋଲ ପାଇଁ କରିଥିଲା ଆବେଦନ

କନକ ବ୍ୟୁରୋ : ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିଲା ବଡ଼ ପୁଅ ସେକ ମୁନା । ହେଲେ ଏହି ଆବେଦନ ଖାରଜ ହୋଇଯାଇଛି । ୪୦ ଦିନିଆ ପାରୋଲ ପାଇଁ ମୁନା କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲା । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଓ ସେକ ମୁନାର ଜୀବନପ୍ରତି ବିପଦ ଥିବା ଦର୍ଶାଇ ଜଜ୍ ଏହାକୁ ଖାରଜ କରିଦେଇଛନ୍ତି । ହାଇଦରର ପୁଅ ମୁନା ଏବେ ଜେଲରେ ଅଛି । ତା ନା’ରେ ୧୮ଟି ମାମଲା ବିଚାରାଧୀନ ରହିଛି । ୨୦୧୧ରୁ ଗିରଫ ହୋଇ ସେ ଜେଲରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe