ପାର୍କରେ ଭୋଟରଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ । ସାଧାରଣ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପ୍ରୟାସ ।

Advertisment
ପାର୍କରେ ଭୋଟରଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ । ସାଧାରଣ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପ୍ରୟାସ ।

କନକ ବ୍ୟୁରୋ: ବିଏମସି ତରଫରୁ ଆୟୋଜିତ ହୋଇଛି ଭୋଟ୍ ସଚେତନତା କାର୍ଯ୍ୟକ୍ରମ । ବିଜୁ ପଟ୍ଟନାୟକ ପାର୍କରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ସାଧାରଣ ଲୋକ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଭୁବନେଶ୍ୱରରେ ଭେଟ ପ୍ରତିଶତ କମୁଥିବାରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛି ବିଏମସି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe