କନକ ବ୍ୟୁରୋ: ସୀମାକୁ ନେଇ ପୁଣି ତେଜିଲା ବିବାଦ । ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ଦାଦାଗିରି । ରାୟଗଡ଼ା ଦୁର୍ଗାପାଡ଼ୁ ପଞ୍ଚାୟତର ପାଲାମତୁଳସୀ ଗାଁରେ ପଶି ରାତି ଅଧିଆ ରାସ୍ତା ତିଆରି କରୁଥିଲା ଆନ୍ଧ୍ର । କଡ଼ା ବିରୋଧ ପରେ ଓଡ଼ିଶା,ଆନ୍ଧ୍ର ମୁହାଁମୁହିଁ । ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ମାନ୍ୟମ ଜିଲ୍ଲା ପ୍ରଶାସନ ମଧ୍ୟରେ ବାହାରି ପାରିଲାନି ଆଲୋଚନାର କୌଣସ ନିଷ୍କର୍ସ । ଅଧାରୁ ବନ୍ଦ ରହିଲା କାମ । ଆନ୍ଧ୍ରର ଫରେଷ୍ଟ କ୍ଲିୟରାନ୍ସ ବାହାରିବା ପରେ ଘଟଣାକୁ ନେଇ ହେବ ଆଲୋଚନା ।
ସୀମାକୁ ନେଇ ପୁଣି ତେଜିଲା ବିବାଦ। ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ଦାଦାଗିରି।
/kanak/media/post_attachments/wp-content/uploads/2023/02/22-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)