ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ । ସମସ୍ତ ବିସ୍ଥାପିତଙ୍କୁ ମିଳିବ ଉଚିତ କ୍ଷତିପୂରଣ

ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ । ସମସ୍ତ ବିସ୍ଥାପିତଙ୍କୁ ମିଳିବ ଉଚିତ କ୍ଷତିପୂରଣ

କନକ ବ୍ୟୁରୋ : ଚୌଦ୍ୱାର ଠାରେ ଏକ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପାର୍କ ଚାଲୁହେଲେ ୧୦ ହଜାର ଲୋକଙ୍କ କାମ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ୫ଟି ଚେୟାରମ୍ୟାନ ବିସ୍ଥାପିତ ହେବାକୁ ଥିବା ପରିବାରକୁ ଆଶ୍ୱାସନା ଦେଇଛନ୍ତି । ୫ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ କହିଛନ୍ତି କି, ପାର୍କ ପାଇଁ ବିସ୍ଥାପିତ ହେବାକୁ ଥିବା ୬୦୦ ପରିବାରକୁ ରାଜ୍ୟସରକାର ଉଚିତ କ୍ଷତିପୂରଣ ପ୍ରଦାନ କରିବେ ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରିଥିବା ବିଭିନ୍ନ ଜନହିତକର ଯୋଜନା ବାବଦରେ ଲୋକମାନଙ୍କୁ ସୂଚିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe