କରୋନା ଟିକା ପାଇଁ ଏବେ ବି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । ଡିଏମଇଟି ରଖିଲେ ସାଧାରଣ ଲୋକଙ୍କ ପ୍ରଶ୍ନ ଉତ୍ତର ।

Advertisment
କରୋନା ଟିକା ପାଇଁ ଏବେ ବି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । ଡିଏମଇଟି ରଖିଲେ ସାଧାରଣ ଲୋକଙ୍କ ପ୍ରଶ୍ନ ଉତ୍ତର ।

କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଟିକାକରଣ ପୂର୍ବର ଅନେକ ପ୍ରଶ୍ନ ଆପଣଙ୍କ ସାମ୍ନାକୁ ଆସୁଥାଇପାରେ । ଯଦି ଆଂଟିବଡି ରହିଛି ତାହା ହେଲେ ଟିକା ନେବା ଆବଶ୍ୟକ କି? ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ କଣ କରିବେ ? ବର୍ତମାନ ଦେଶରେ କୋଭାସିଲ୍ଡ ଓ କୋଭାକ୍ସିନ ଟିକା ମିଳୁଛି । ତେଣୁ କେଉଁ ଟିକା ନେବା ଦରକାର ? ଟିକା ନେଲେ କେତେଦିନ ସୁରକ୍ଷିତ ରହିପାରିବା ? ଏଭଳି ଆପଣଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe