ବଡ ପରଦାରେ ଦିବ୍ୟାଙ୍ଗ କଳାକାରଙ୍କ କମାଲ । ଇଚ୍ଛାରାମ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଫିଲ୍ମ ‘ସପନ ଟିଏ’ରେ ଦେଖିବାକୁ ମିଳିଛି ଏହି କଳାକାରଙ୍କୁ । ସିନେମାରପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ୧୫ବର୍ଷୀୟ ବବଲୁଙ୍କୁ । ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି ।

Advertisment

publive-image

ସେହିଭଳି ଆଉ ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଜୟ କୁମାର । ପିଲାବେଳୁ ଗୋଟିଏ ହାତ ଭଲ ଭାବରେ କାମ ଦେଉନଥିଲେ ବି ସେ କେବେ ହାରି ଯାଇନାହାଁନ୍ତି । ଦିବ୍ୟାଙ୍ଗ ପିଲାଙ୍କୁ ସହଯୋଗ କଲେ ସେମାନେ ମଧ୍ୟ ସବୁ କ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ଏହି ସିନେମା ଜରିଆରେ ବାର୍ତ୍ତା ଦିଆଯାଇଛି ।