ବିଗ୍ ବି ଅଭିତାଭ୍ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀଙ୍କ ପରେ ସୋସିଆଲ୍ ମିଡିଆରେ ନିଜ ହଟ୍ ଫଟୋ ସେୟାର୍ କରି ଏବେ ଆଉ ଜଣେ ଷ୍ଟାର୍ କିଡ୍ ଚର୍ଚ୍ଚାରେ । ସେ ହେଉଛନ୍ତି ରାମାୟଣର ନିର୍ଦ୍ଦେଶକ ରମାନନ୍ଦ ସାଗରଙ୍କ ନାତୁଣୀ ସାକ୍ଷୀ ଚୋପଡା । ସାକ୍ଷୀଙ୍କ ହଟ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ତାଙ୍କ ଇଂଷ୍ଟାଗ୍ରାମ୍ ଆକାଉଂଟ୍ ବିକିନି ଫଟୋରେ ଭର୍ତ୍ତି ରହିଛି ।
ଗୀତ ବୋଲିବାରେ ରୁଚି ରଖୁଥିବା ସାକ୍ଷୀ ଓ ପୂଜା ବେଦୀଙ୍କ ଝିଅ ୨ ବର୍ଷ ପୂର୍ବେ ମୁମ୍ବାଇରେ ହୋଇଥିବା ଏକ ଘଟଣା ଯୋଗୁଁ ମିଡିଆରେ ହେଡଲାଇନ୍ ପାଲଟି ଯାଇଥିଲେ । ତେବେ ରମାନନ୍ଦଙ୍କ ପୁଅ ତଥା ସାକ୍ଷୀଙ୍କ ବାପା ମୋତି ସାଗର କହିଛନ୍ତି ସାଗର ବଂଶକୁ ଆଗକୁ ନେବାର ଦାୟିତ୍ୱ ସାକ୍ଷୀଙ୍କ ଉପରେ ରହିଛି । ୯୦ ଦଶକରେ ରମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଖୁବ୍ ଲୋକପ୍ରିୟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/ramanand-sagar-hot-grand-daughter0.jpg)