ମୋତିଲାଲଙ୍କ ପରେ ପିସି ଦାସ : କାଠଗଡାରେ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଆଉ ଜଣେ ନିର୍ଦେଶକ

Advertisment
ମୋତିଲାଲଙ୍କ ପରେ ପିସି ଦାସ : କାଠଗଡାରେ ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ଆଉ ଜଣେ ନିର୍ଦେଶକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧୀରେ ଧରେ ଫିଟୁଛି ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗରେ ନିଯୁକ୍ତି ଅନିୟମିତତା । ନିଲମ୍ବିତ ସହକାରୀ ନିର୍ଦେଶକ ଡାକ୍ତର ମୋତିଲାଲ ଗୌଡଙ୍କ ପରି ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ବିରୋଧରେ ବି ରହିଛି ଅପରାଧୀକ ରେକର୍ଡ । କନକ ନ୍ୟୁଜର ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ପୂର୍ଣ୍ଣଙ୍କ ବିରୋଧରେ ଭିଜିଲାନସ୍ ମାମଲା ବିଚାରାଧୀନ ରହିଛି । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe