ଅଭିନୟ ପରେ ଏବେ ଫିଲ୍ମ ନିର୍ମାତା ହେବେ ଅଭିନେତା ଡିନୋ ମୋରିଆ । ଖୁବ ଶିଘ୍ର ହୋମ ପ୍ରଡକ୍ସନରେ ଡିନୋ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । କନ୍ନଡ ଫିଲ୍ମ ନିର୍ମାଣ କରିବା ପାଇଁ ମନ ବଳାଇଛନ୍ତି ଡିନୋ । ହିନ୍ଦୀ ସିନେମା ଅପେକ୍ଷା ଆଂଚଳିକ ଫିଲ୍ମ ନିର୍ମାଣ ପାଇଁ ବେଶ ଆଗ୍ରହୀ ଅଛନ୍ତି ଡିନୋ ।ରୋମାଟିଂକ କମେଡି କାହାଣୀକୁ ନିଜ ଫିଲ୍ମରେ ସ୍ଥାନରେ ଦେଇଛନ୍ତି ଡିନୋ ।
ଡିନୋଙ୍କ ନୂଆ ଇନିଂସ୍
/kanak/media/post_attachments/wp-content/uploads/2016/04/0701-DinoMorea-E-L.jpg)