ହକି ଇଣ୍ଡିଆ ସଭାପତି ହେଲେ ଦିଲ୍ଲୀପ ତିର୍କୀ। ପ୍ରଥମ ଓଡିଆ ଭାବେ ସଭାପତି ନିର୍ବାଚିତ ।

126

କନକ ବ୍ୟୁରୋ: ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଦିଲ୍ଲୀପ । ହକି ଇଣ୍ଡିଆର ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଏନେଇ ଘୋଷଣା ପରେ ଏଫଆଇଏଚକୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ।