କନକ ବ୍ୟୁରୋ : ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କର ଗାଡି ଧକ୍କାରେ ମୃତ୍ୟୁ ହୋଇଛି । ଜକର ଗାଁ ନିକଟରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଅମର ନାଇକଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କିଛିଦିନ ତଳେ ଅମର ବିଜେପିରେ ଯୋଗ ଦେଇଥିଲେ । ସେପଟେ କିଛି ବିବାଦୀୟ ସ୍ଥିତିରେ ତାଙ୍କ ପତ୍ନୀ ଯମୁନା ନାଇକ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ବିଜେପି ନେତା ବିପିନ ପ୍ରଧାନଙ୍କର ସମର୍ଥକ ଥିଲେ ଅମର ।
ଅଜଣା ଗାଡି ଧକ୍କାରେ ଚାଲିଗଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଜୀବନ । ଜକର ଗାଁ ନିକଟରେ ଧକ୍କା ଦେଲା ଗାଡି
/kanak/media/post_attachments/wp-content/uploads/2024/03/PHOTO-01010819.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)