ଧୋନୀଙ୍କ ଠୁମକା ! ସୋସିଆଲ ମିଡିଆରେ ହେଲା ଭାଇରାଲ

8

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ନିଜ ଦଳ ରାଇଜିଂ ପୁଣେ ସୁପରଜିଆଂଟକୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏଯାବତ୍ ଧୋନୀଙ୍କ ଏହି ଆଇପିଏଲ ଦଳକୁ ମଇଦାନରେ ସେଭଳି କିଛି ସଫଳତା ମିଳି ପାରି ନାହିିଁ । କିନ୍ତୁ ଧୋନୀଙ୍କ ଏକ ଛୋଟ ଭିଡିଓ ଏବେ ସୋଲିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ତେବେ ଇଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଭିଡିଓରେ ଧୋନୀଙ୍କ ଦମଦାର ଠୁମକା ଦେଖିବାକୁ ମିଳିଛି । ଧୋନୀଙ୍କ ଏହି ଭିଡିଓଟିରେ ତାଙ୍କ ଆଇପିଏଲ ଦଳର ଖେଳାଳୀମାନେ ମଧ୍ୟ ସାମିଲ ଅଛନ୍ତି ।

ଦେଖନ୍ତୁ ଏହି ଭିଡିଓ-

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.