ଧୋନୀଙ୍କ ଠୁମକା ! ସୋସିଆଲ ମିଡିଆରେ ହେଲା ଭାଇରାଲ

21

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ନିଜ ଦଳ ରାଇଜିଂ ପୁଣେ ସୁପରଜିଆଂଟକୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏଯାବତ୍ ଧୋନୀଙ୍କ ଏହି ଆଇପିଏଲ ଦଳକୁ ମଇଦାନରେ ସେଭଳି କିଛି ସଫଳତା ମିଳି ପାରି ନାହିିଁ । କିନ୍ତୁ ଧୋନୀଙ୍କ ଏକ ଛୋଟ ଭିଡିଓ ଏବେ ସୋଲିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ତେବେ ଇଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଭିଡିଓରେ ଧୋନୀଙ୍କ ଦମଦାର ଠୁମକା ଦେଖିବାକୁ ମିଳିଛି । ଧୋନୀଙ୍କ ଏହି ଭିଡିଓଟିରେ ତାଙ୍କ ଆଇପିଏଲ ଦଳର ଖେଳାଳୀମାନେ ମଧ୍ୟ ସାମିଲ ଅଛନ୍ତି ।

ଦେଖନ୍ତୁ ଏହି ଭିଡିଓ-