ତରଭା ଗୁଳିକାଣ୍ଡକୁ ହେଲା ୧୯ଦିନ : ମୁଖ୍ୟ ଷଡଯନ୍ତ୍ରକାରୀ ପାଖକୁ ପହଂଚି ପାରୁନି ପୋଲିସର ହାତ

ତରଭା ଗୁଳିକାଣ୍ଡକୁ ହେଲା ୧୯ଦିନ : ମୁଖ୍ୟ ଷଡଯନ୍ତ୍ରକାରୀ ପାଖକୁ ପହଂଚି ପାରୁନି ପୋଲିସର ହାତ

କନକ ବ୍ୟୁରୋ : ତରଭା ଗୁଳିକାଣ୍ଡକୁ ୧୯ ଦିନ ହେଲାଣି । ହେଲେ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀକୁ ଚାପରେ ପଡି ପୋଲିସ ଗିରଫ କରୁନଥିବା ଅଭିଯୋଗ ହେଉଛି । ଅଭିଯୁକ୍ତ ଏବେ ସାଙ୍କୁଳେଇ ପଂଚାୟତର ସମିତି ସଭ୍ୟ ରୁପେ ନିର୍ବାଚିତ ହୋଇ ବେକରେ ମାଳ ପକେଇ ବୁଲୁଛି । ଆଉ ଅନ୍ୟ ପଟେ ମୃତକ ସଲମନଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe