ତରଭା ଗୁଳିକାଣ୍ଡକୁ ହେଲା ୧୯ଦିନ : ମୁଖ୍ୟ ଷଡଯନ୍ତ୍ରକାରୀ ପାଖକୁ ପହଂଚି ପାରୁନି ପୋଲିସର ହାତ

29

କନକ ବ୍ୟୁରୋ : ତରଭା ଗୁଳିକାଣ୍ଡକୁ ୧୯ ଦିନ ହେଲାଣି । ହେଲେ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀକୁ ଚାପରେ ପଡି ପୋଲିସ ଗିରଫ କରୁନଥିବା ଅଭିଯୋଗ ହେଉଛି । ଅଭିଯୁକ୍ତ ଏବେ ସାଙ୍କୁଳେଇ ପଂଚାୟତର ସମିତି ସଭ୍ୟ ରୁପେ ନିର୍ବାଚିତ ହୋଇ ବେକରେ ମାଳ ପକେଇ ବୁଲୁଛି । ଆଉ ଅନ୍ୟ ପଟେ ମୃତକ ସଲମନଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.