କନକ ବ୍ୟୁରୋ : ତରଭା ଗୁଳିକାଣ୍ଡକୁ ୧୯ ଦିନ ହେଲାଣି । ହେଲେ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀକୁ ଚାପରେ ପଡି ପୋଲିସ ଗିରଫ କରୁନଥିବା ଅଭିଯୋଗ ହେଉଛି । ଅଭିଯୁକ୍ତ ଏବେ ସାଙ୍କୁଳେଇ ପଂଚାୟତର ସମିତି ସଭ୍ୟ ରୁପେ ନିର୍ବାଚିତ ହୋଇ ବେକରେ ମାଳ ପକେଇ ବୁଲୁଛି । ଆଉ ଅନ୍ୟ ପଟେ ମୃତକ ସଲମନଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -