କନକ ବ୍ୟରୋ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ୮ଟି ଜାଗାରେ ଏକକଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଚି ରେଡ। ଢ଼େଙ୍କାନାଳ ସଦର ରେଞ୍ଜର ଭୁବନାନନ୍ଦ ମିଶ୍ରଙ୍କ ଷ୍ଟେସନ ବଜାର ବାସଭବନ, ସରକାରି କ୍ୱାର୍ଟର ଓ କାର୍ୟ୍ୟଳୟରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଚଢ଼ାଉ ଜାରି।
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ ସ୍ଥାନରେ ରେଡ୍
/kanak/media/post_attachments/wp-content/uploads/2024/08/13-24.jpg)