ଢେଙ୍କାନାଳ କାମାକ୍ଷାନଗର ହସ୍ପିଟାଲରେ ଅଭାବନୀୟ ଘଟଣା: ଟର୍ଚ୍ଚ ଲାଇଟରେ କରାଗଲା ଅପରେସନ; କାଳବୈଶାଖୀ ଯୋଗୁଁ ଚାଲିଯାଇଥିଲା ବିଦ୍ୟୁତ

ଢେଙ୍କାନାଳ କାମାକ୍ଷାନଗର ହସ୍ପିଟାଲରେ ଅଭାବନୀୟ ଘଟଣା: ଟର୍ଚ୍ଚ ଲାଇଟରେ କରାଗଲା ଅପରେସନ; କାଳବୈଶାଖୀ ଯୋଗୁଁ ଚାଲିଯାଇଥିଲା ବିଦ୍ୟୁତ

କନକ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ହସ୍ପିଟାଲରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟର୍ଚ୍ଚ ଲାଇଟରେ ଅପରେସନ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କ୍ୟାମେରାରେ କଏଦ ହେଲା ଅପରେସନର ପୁରା ଦୃଶ୍ୟ । କାଳବୈଶାଖୀ ବର୍ଷା ଯୋଗୁଁ ହସ୍ପିଟାଲରେ ଲାଇନ କଟି ଯାଇଥିବାରୁ ମୋବାଇଲ ଟର୍ଚରେ ତାଙ୍କର ଅପରେସନ କରାଯାଇଥିଲା ।

publive-image

କେବଳ ମୋବାଇଲ ଲାଇଟରେ ଅପରେସନ କରାଯାଉଥିବାର ପୁରା ପ୍ରକ୍ରିୟା କ୍ୟାମେରାରେ କଏଦ ହୋଇଛି । ସୁନିଆପାଳ ଗାଁର ଛୋଟରାୟ ହାଂସଦାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ କାମାକ୍ଷାନଗର ଉପଖଣ୍ଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ତାଙ୍କର ଅପରେସନ ବେଳେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ମୋବାଇଲ ଟର୍ଚରେ ତାଙ୍କର ଅପରେସନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe