ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିଜେପିର ବନ୍ଦ ପାଳନକୁ ନେଇ ଟୁଇଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣତନ୍ତ୍ରରେ ବାଦ ପ୍ରତିବାଦ ରହିବ । ପ୍ରତିବାଦକୁ ସମ୍ମାନ ଦେବା ଓ ସ୍ୱୀକାର କରିବା ଗଣତନ୍ତ୍ରର ମୂଳମନ୍ତ୍ର । ମାତ୍ର ଯେଉଁ ପ୍ରସଙ୍ଗରେ ବିତର୍କିତ ହେଉଛି ତାକୁ ନିର୍ଣ୍ଣାୟକ ମୋଡକୁ ନେବା ଜରୁରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି ।
ପ୍ରତିବାଦକୁ ସମ୍ମାନ ଦେବା ଓ ସ୍ୱୀକାର କରିବା ଗଣତନ୍ତ୍ରର ମୂଳମନ୍ତ୍ର : ଧର୍ମେନ୍ଦ୍ର ପ୍ରଧାନ
/kanak/media/post_attachments/wp-content/uploads/2016/12/vlcsnap-2016-12-21-15h20m03s216.png)