କନକ ବ୍ୟୁରୋ: ଖୋର୍ଦ୍ଧା ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ । କହିଲେ ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ମନସ୍ଥ କରିଛନ୍ତି ରାଜ୍ୟବାସୀ । ଏହି ପରିବର୍ତ୍ତନ ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପି ସରକାରକୁ ଆସିବା ପରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବ ଏବଂ ରୋଜଗାର ବଢ଼ିବ ବୋଲି ସେ କହିଛନ୍ତି ।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । କହିଲେ , ‘ଓଡିଶାରେ ପରିବର୍ତ୍ତନ ହୋଇସାରିଛି’ ।
/kanak/media/post_attachments/wp-content/uploads/2024/06/21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)