ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଲାଗୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ । କହିଲେ, ଓଡ଼ିଶାରେ ଲୋକଙ୍କ ପାଖରେ ପହଞ୍ଚୁନାହିଁ ମୋଦୀଙ୍କ ଯୋଜନା

Advertisment
ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଲାଗୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ । କହିଲେ, ଓଡ଼ିଶାରେ ଲୋକଙ୍କ ପାଖରେ ପହଞ୍ଚୁନାହିଁ ମୋଦୀଙ୍କ ଯୋଜନା

କନକ ବ୍ୟୁରୋ : ଓଡିଶାରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳର ପରଜଙ୍ଗରେ ସେ କହିଛନ୍ତି. ରାଜ୍ୟର ଲୋକଙ୍କ ପାଖରେ ପହଞ୍ଚୁନାହିଁ ମୋଦି ସରକାରଙ୍କ ବିଭିନ୍ନ ଯୋଜାନା । ଆଉ ପ୍ରଶାସନିକ କଳକୁ ଲଗାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିଜେଡି ସରକାର ।
ଏଥିସହ ପଞ୍ଚାୟତ ପରାଜୟ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ପଞ୍ଚାୟତରେ ବିଜେପି ହାରିଛି, କିନ୍ତୁ ଲୋକେ ଭୋଟ ଦେଇଛନ୍ତି । ପ୍ରଜାତନ୍ତ୍ରରେ ହାରଜିତ ରହିଛି । ଜଣେ ଜିତିଲେ ଜଣେ ହାରିବ । କିନ୍ତୁ ହାରିବା ଲୋକର ବି ଦାୟିତ୍ୱ ରହିଛି । ମନକୁ ଉଣା ନକରି ଲୋକଙ୍କ ପାଇଁ କାମ କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe