କନକ ବ୍ୟୁରୋ: ନାଗାର୍ଜୁନ ବେଶ ଅବସରରେ ଦିଲ୍ଲୀ ହଜ୍ଖାସ୍ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଶ୍ରୀମନ୍ଦିର ସମେତ ରାଜ୍ୟରେ ଦେବାଳୟ ଗୁଡ଼ିକୁ ଭକ୍ତଙ୍କ ପାଇଁ ଖୋଲିଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟରେ ବିଭିନ୍ନ ମନ୍ଦିରରେ ଏବେ ବି ବନ୍ଦ ରହିଛି । ଠାକୁରଙ୍କ ସାଧାରଣ ଦର୍ଶନରୁ ବଂଚିତ ଅଛନ୍ତି ଶ୍ରଦ୍ଧାଳୁ । ଆଜି ପୁରୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଦର୍ଶନରୁ ବଂଚିତ ଅଛନ୍ତି ।
ନାଗାର୍ଜୁନ ବେଶ ଅବସରରେ ଦିଲ୍ଲୀ ହଜଖାସ୍ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ ଶ୍ରୀମନ୍ଦିର ସମେତ ବାକି ଦେବାଳୟକୁ ଖୋଲିଦିଅନ୍ତୁ ରାଜ୍ୟ ସରକାର
/kanak/media/post_attachments/wp-content/uploads/2020/11/28-24.jpg)