ପୁଣି ପରିବର୍ତ୍ତନର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବୌଦ୍ଧରେ ମିଶ୍ରଣ ପର୍ବରେ ସାମିଲ ହେଲେ କଂଗ୍ରେସ ନେତା ଓ କର୍ମୀ

Advertisment
ପୁଣି ପରିବର୍ତ୍ତନର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବୌଦ୍ଧରେ ମିଶ୍ରଣ ପର୍ବରେ ସାମିଲ ହେଲେ କଂଗ୍ରେସ ନେତା ଓ କର୍ମୀ

କନକ ବ୍ୟୁରୋ : ବୌଦ୍ଧରେ ପୁଣି ପରିବର୍ତ୍ତନର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୌଦ୍ଧ କଚେରୀ ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହେଇ, ସେ କହିଛନ୍ତି- ଓଡ଼ିଶାରେ ଏକ ବଡ ପରିବର୍ତ୍ତନ ଆଡକୁ ମୁହାଁଉଛି । ଲୋକେ ପରିବର୍ତନ ପାଇଁ ମନ ବନାଇ ସାରିଲେଣୀ ।

ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସୁଶାନ୍ତ ପ୍ରଧାନ ଏବଂ ରାଜେଶ ତ୍ରିପାଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ସେହିପରି ବିଜେଡି ଦଳରରୁ ମଧ୍ୟ କିଛି ସ୍ଥାନୀୟ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ମିଶନ ୧୨୦ରେ ବିଜେପି ସଫଳ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe