କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଧର୍ମଗଡ ବ୍ଲକ, କଲମପୁର, କୋକସରା ବ୍ଲକର ସମସ୍ତ ପଞ୍ଚାୟତ ଏବଂ ଜୟପାଟଣା ବ୍ଲକର ୪ଟି ପଞ୍ଚାୟତକୁ ନେଇ ଗଠିତ। ସମୁଦାୟ ୮ଟି ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି । ଆଜି ଅନୁଷ୍ଠିତ ହେଉଥିବା ନିର୍ବାଚନରେ ୨ଲକ୍ଷ ୬ ହଜାର ୮୨୧ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧ଲକ୍ଷ ୨୫ ହଜାର ୬୪୪ ଜଣ ପୁରୁଷ, ୧ଲକ୍ଷ ୨୧ ହଜାର ୧୭୪ ଜଣ ମହିଳା ଓ ୩ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ୨୯୩ଟି ବୁଥରେ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ଭୋଟର । ଚଳିତ ନିର୍ବାଚନରେ ୧୬ ହଜାର ୭୦୩ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ନିଜର ଭୋଟଦାନ ଅଧିକାରକୁ ଜାହିର କରିବେ ।

Advertisment

୨୦୧୪ର ଲଢ଼େଇ

- ମୈଦାନରେ ଥିଲେ ମୋଟ ୧୧ ଜଣ ପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୩୪ ହଜାର ୩୫
- ମତ ଦେଇଥିଲେ- ୧ ଲକ୍ଷ ୮୨ ହଜାର ୯୧୫
- ଭୋଟଦାନ ହାର- ୭୮.୧୬%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୁଷ୍ପେନ୍ଦ୍ର ସିଂଦେଓ ବିଜେଡି ୫୯,୯୩୧ ୩୨.୭୬% ବିଜୟୀ
ରବିନ୍ଦ୍ର ପାଟ୍ଟଯୋଶୀ ବିଜେପି ୪୩,୭୭୩ ୨୩.୯୩% ପରାସ୍ତ
ତୁଷାର ପାଟ୍ଟଯୋଶୀ କଂଗ୍ରେସ ୩୩,୫୬୯ ୧୮.୩୫% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ପୁଷ୍ପେନ୍ଦ୍ର ସିଂଦେଓ
ଦଳ-ବିଜେଡି
ଭୋଟ-୫୯,୯୩୧
ପ୍ରତିଶତ-୩୨.୭୬%
ଫଳାଫଳ- ବିଜୟୀ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ରବିନ୍ଦ୍ର ପାଟ୍ଟଯୋଶୀ
ଦଳ-ବିଜେପି
ଭୋଟ-୪୩,୭୭୩
ପ୍ରତିଶତ-୨୩.୯୩%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ତୁଷାର ପାଟ୍ଟଯୋଶୀ
ଦଳ-କଂଗ୍ରେସ
ଭୋଟ-୩୩,୫୬୯
ପ୍ରତିଶତ-୧୮.୩୫%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

- ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ବିଜୟୀ ହୋଇଥିଲେ
-୫୯ ହଜାର ୯୩୧ ଭୋଟ୍ ପାଇଥିଲେ ପୁଷ୍ପେନ୍ଦ୍ର ସିଂଦେଓ
- ବିଜେପି ପ୍ରାର୍ଥୀ ରବୀନ୍ଦ୍ର ପାଟ୍ଟଯୋଶୀଙ୍କୁ ପରାସ୍ତ କରିଥିଲେ
- ୧୬ ହଜାର ୧୫୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ

- ମୈଦାନରେ ଥିଲେ ମୋଟ ୧୧ ଜଣ ପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୧୯ ହଜାର ୯୭୦
- ମତ ଦେଇଥିଲେ- ୧ ଲକ୍ଷ ୫୭ ହଜାର ୬୧୨
- ଭୋଟଦାନ ହାର- ୭୧.୬୬%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୁଷ୍ପେନ୍ଦ୍ର ସିଂଦେଓ ବିଜେଡି ୫୬, ୪୭୦ ୩୫.୮୩% ବିଜୟୀ
ଜନାର୍ଦ୍ଦନ ପଣ୍ଡା ବିଜେପି ୩୧, ୫୭୩ ୨୦.୦୩% ପରାସ୍ତ
ରାଶବିହାରୀ ବେହେରା କଂଗ୍ରେସ ୩୩, ୫୬୪ ୨୧.୩୦% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ପୁଷ୍ପେନ୍ଦ୍ର ସିଂଦେଓ
ଦଳ-ବିଜେଡି
ଭୋଟ-୫୬, ୪୭୦
ପ୍ରତିଶତ-୩୫.୮୩%
ଫଳାଫଳ- ବିଜୟୀ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଜନାର୍ଦ୍ଦନ ପଣ୍ଡା
ଦଳ-ବିଜେପି
ଭୋଟ-୩୧, ୫୭୩
ପ୍ରତିଶତ-୨୦.୦୩%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ରାଶବିହାରୀ ବେହେରା
ଦଳ-କଂଗ୍ରେସ
ଭୋଟ-୩୩, ୫୬୪
ପ୍ରତିଶତ-୨୧.୩୦%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

- ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ବିଜୟୀ ହୋଇଥିଲେ
- ପୁଷ୍ପେନ୍ଦ୍ର ସିଂଦେଓ ୫୬ ହଜାର ୪୭୦ ଭୋଟ୍ ପାଇଥିଲେ
- କଂଗ୍ରେସ ପ୍ରାର୍ଥୀ ରାଶବିହାରୀ ବେହେରାଙ୍କୁ ପରାସ୍ତ କରିଥିଲେ
- ୨୨ ହଜାର ୯୦୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ
- ରାଶବିହାରୀ ବେହେରାଙ୍କ ସ୍ଥାନରେ ତୁଷାର ପାଟ୍ଟଯୋଶୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
- ଜନାର୍ଦ୍ଦନ ପଣ୍ଡାଙ୍କ ବଦଳରେ ରବିନ୍ଦ୍ର ପାଟ୍ଟଯୋଶୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- ପୁଷ୍ପେନ୍ଦ୍ରଙ୍କ ଉପରେ ପୁଣି ଭରସା କରି ଜିତିଥିଲା ବିଜେଡି