କଳାହାଣ୍ଡି ଧର୍ମଗଡରେ ଜୀବନ ହାରିଲେ ପୁଣି ଜଣେ ଚାଷୀ , ଗୋଲାମୁଣ୍ଡା ବ୍ଲକ ରାମଚନ୍ଦ୍ରପୁର ଗାଁରେ ପୂର୍ଣ୍ଣଚନ୍ଦ୍ର ଭୋଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଫସଲ ନଷ୍ଟ ହୋଇଯିବାରୁ ଋଣ ବୋଝ ନେଇ ସେ କିଛିଦିନ ହେବ ଚିନ୍ତାରେ ଥିଲେ । କୀଟନାଶକ ପିଇବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁୁରୁତର ହୋଇପଡିଥିଲା । ଧର୍ମଗଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ସେପଟେ କ୍ଷତିପୂରଣ ଦାବିରେ ମୃତଦେହ ରଖି ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି ।
କଳାହାଣ୍ଡି ଧର୍ମଗଡରେ ଚାଷୀ ଆତ୍ମହତ୍ୟା
/kanak/media/post_attachments/wp-content/uploads/2016/04/vlcsnap-2016-04-13-12h50m03s039.png)