ନକ୍ସଲ ଓ ମାଓ ଦମନ ନେଇ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଯୋଗଦେଲେ ବହୁ ବରିଷ୍ଠ ଅଧିକାରୀ

ନକ୍ସଲ ଓ ମାଓ ଦମନ ନେଇ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଯୋଗଦେଲେ ବହୁ ବରିଷ୍ଠ ଅଧିକାରୀ

କନକ ବ୍ୟୁରୋ : ନକ୍ସଲ ଓ ମାଓ ଦମନ ନେଇ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ବୈଠକ ବସିଥିବା ବେଳେ ଗୁଇନ୍ଦା ବିଭାଗ ନିର୍ଦେଶକ ସେମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ ସିଂ ଓ ବହୁ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ଆଗକୁ ନିର୍ବାଚନ ଥିବା ବେଳେ ମାଓବାଦୀ ଓ ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ କିଭଳି ରୋକ୍ ଲଗାଇ ହେବ ସେନେଇ ଏହି ବୈଠକରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଛି । ରାଜ୍ୟର ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଓ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe