ଦୋଇକାଲୁ ଷ୍ଟେସନରେ ମାଓବାଦୀଙ୍କ ବିସ୍ଫୋରଣ ଘଟଣା ! ଡିଜିପି କହିଲେ, ମାଓବାଦୀଙ୍କ ଏପରି କାର୍ଯ୍ୟ ଭିରୁତାର ଲକ୍ଷଣ

19

କନକ ବ୍ୟୁରୋ : ଦୋଇକାଲୁ ଷ୍ଟେସନରେ ମାଓବାଦୀଙ୍କ ବିସ୍ଫୋରଣ ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ବିସ୍ଫୋରଣ ଘଟଣାକୁ ଅନୁଧ୍ୟାନ କରାଯିବା ସହ ବରିଷ୍ଠ ପୁଲିସ ଅଧିକାରୀ, ଏସ୍ପି, ଏସ୍ଓଜି ଓ ସିଆରପିଏଫ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ମାଓବାଦୀଙ୍କ ଏପରି କାର୍ଯ୍ୟ ଭିରୁତାର ଲକ୍ଷଣ ଏବଂ ଏହାର କଡା ଜବାବ ଦିଆଯିବ ବୋଲି ଡିଜିପି କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-