ଋଷୀୟ ନାଗରିକଙ୍କ ମୃତ୍ୟୁ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ଋଷୀୟ ନାଗରିକଙ୍କ ମୃତ୍ୟୁ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

କନକ ବ୍ୟୁରୋ: ରାୟଗଡାରେ ଋଷୀୟ ନାଗରିକଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚା ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡା ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe