ପବିତ୍ର ‘ସୁନାବେଶ’ : ଦେବୀ ସୁଭଦ୍ରାଙ୍କ ଆଭୂଷଣ ସ୍ୱର୍ଣ୍ଣ ଅଳଙ୍କାର ନାମ ।

ପବିତ୍ର ‘ସୁନାବେଶ’ : ଦେବୀ ସୁଭଦ୍ରାଙ୍କ ଆଭୂଷଣ ସ୍ୱର୍ଣ୍ଣ ଅଳଙ୍କାର ନାମ ।

କନକ ବ୍ୟୁରୋ: ଅଦ୍ୟାବଧି ଏହି ପରମ୍ପରା ଅନୁଯାୟୀ ଦକ୍ଷିଣାଭିମୂଖୀ ଯାତ୍ରା ସାରି ସିଂହଦ୍ୱାର ନିକଟରେ ଥିବା ତିନି ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି । ବଡ଼ ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେହି ଦିନଠାରୁ ଏହି ସୁନାବେଶ ‘ବଡ଼ ତଢ଼ାଉ ବେଶ’ ନାମରେ ନାମିତ ହୋଇଛି ।

ସୁନାବେଶରେ ଦେବୀ ସୁଭଦ୍ରାଙ୍କ ସ୍ୱର୍ଣ୍ଣ ଅଳଙ୍କାର:

କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, କଦମ୍ବ ମାଳି, ତଗଡ଼ି ୨ଟି, ସେବତି ମାଳି, ଘାଗଡ଼ା ମାଳି

ଏହି ‘ସୁନାବେଶ’ରେ ଲାଗି ହେଉଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe