କନକ ବ୍ୟୁରୋ: ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହେଇଥିବା ସୂଚନା ମିଳିଛି । ତେବେ ଏହି ଆସନରେ ବିଜେଡିର ଗଡ ହେଇ ରହିଆସିଛି । କେବଳ ୨୦୦୪ ମସିହାକୁ ଛାଡିଦେଲେ ଏହି ଆସନକୁ ବିଜେଡି ୨୦୦୦ ମସିହାରୁ ଜିତି ଆସୁଛନ୍ତି । ଦେବୀରଞ୍ଜନ ତ୍ରିପାଠୀଙ୍କ ବାପା ପ୍ରଭାତ ରଞ୍ଜନ ତ୍ରିପାଠୀ ଏହି ଆସନରୁ ବିଜୟୀ ହେଇ ଆସୁଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ପ୍ରଭାତଙ୍କ ବଦଳରେ ଦେବୀ ରଞ୍ଜନଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଦଳର ଭରସାକୁ କାଏମ୍ ରଖିବା ସହିତ ବିଜୟୀ ହେଇଛନ୍ତି ଦେବୀରଞ୍ଜନ ।
#ବାଙ୍କୀରେ_ଜିତିଲା_ବିଜେଡି
ବାଙ୍କୀରେ ଜିତିଲେ ଦେବୀରଞ୍ଜନ ତ୍ରିପାଠୀ
ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ସୂଚନା #DeviRanjanTripathy#BJD#GeneralElectionsResult2024#OdishaElectionsResult2024#ResultWithKanakNews#Odishapic.twitter.com/4mFw2FQwdW— Kanak News (@kanak_news) June 4, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/70.jpg)