କନକ ବ୍ୟୁରୋ: ଭୁବନେଶ୍ୱର ପରେ ଦେବଗଡରୁ ରାଗିଂ ଅଭିଯୋଗ ଆସିଛି । ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀଙ୍କ ପାଖରେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସିନିୟର ଛାତ୍ରୀ ଜୁନିୟର ଛାତ୍ରୀଙ୍କୁ ରାଗିଂ କରିଥିବା କୁହାଯାଇଛି । ବର୍ତ୍ତମାନ ରାତିଅଧିଆ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।