ହଜାରେ ଟଙ୍କା ଓ ବ୍ୟାଗ ପାଇଁ ହନ୍ତସନ୍ତ । ଟଙ୍କା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଅପେକ୍ଷା କରି ଖାଲି ହାତ । ବାଲେଶ୍ୱର ନିଳଗିିରି ପଞ୍ଚାୟତର ଘଟଣା ।

85

କନକ ବ୍ୟୁରୋ: ହଜାରେ ଟଙ୍କା ଓ ବ୍ୟାଗ ପାଇଁ ହନ୍ତସନ୍ତ ହେଉଛନ୍ତି ଲେକେ । ବାଲେଶ୍ୱର ନିଳଗିିରି ପଞ୍ଚାୟତ କାଯ୍ୟାଳୟ ସମ୍ମୁଖରେ ଖାତା ଧରି ପଡିରହିଛନ୍ତି ବୟସ୍କ ଲୋକେ । ଟଙ୍କା ପାଇଁ ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା କରିବା ପରେ ମଧ୍ୟ ଖାଲି ହାତରେ ଫେରିଛନ୍ତି ଲୋକେ । ରାସନ କାର୍ଡଧାରିଙ୍କୁ ରାଜ୍ୟ ସରକାର ହଜାରେ ଟଙ୍କା ସହ ତିନିଟି ବ୍ୟାଗ ଦେବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି ।