ସମ୍ ଉପରେ ପଡିଲା ସରକାରୀ ଛାଟ : ହସ୍ପିଟାଲକୁ ଡି ଏମପ୍ୟାନେଲ କଲେ ଡିଏମଇଟି

ସମ୍ ଉପରେ ପଡିଲା ସରକାରୀ ଛାଟ : ହସ୍ପିଟାଲକୁ  ଡି ଏମପ୍ୟାନେଲ କଲେ ଡିଏମଇଟି

କନକ ବ୍ୟୁରୋ : ସମ୍ ହସ୍ପିଟାଲ ଉପରେ ପଡିଲା ସରକାରୀ ଛାଟ । ହସ୍ପିଟାଲକୁ ସରକାରୀ ତାଲିକାରୁ ବାଦ୍ ଦିଆଯାଇଛି । ଏନେଇ ଡିଏମଇଟି ସମ୍ ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଅର୍ଥାତ୍ ଏଣିକି ରାଜ୍ୟ ଚିକିତ୍ସା ପାଣ୍ଠିରୁ ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ମିଳିବନି ଆର୍ଥିକ ସହାୟତା । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରୁ ବି ବାଦ୍ ପଡ଼ିଛି ସମ୍ ହସ୍ପିଟାଲ ।

ଏହାସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe