କନକ ବ୍ୟୁରୋ : ସମ୍ ହସ୍ପିଟାଲ ଉପରେ ପଡିଲା ସରକାରୀ ଛାଟ । ହସ୍ପିଟାଲକୁ ସରକାରୀ ତାଲିକାରୁ ବାଦ୍ ଦିଆଯାଇଛି । ଏନେଇ ଡିଏମଇଟି ସମ୍ ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଅର୍ଥାତ୍ ଏଣିକି ରାଜ୍ୟ ଚିକିତ୍ସା ପାଣ୍ଠିରୁ ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ମିଳିବନି ଆର୍ଥିକ ସହାୟତା । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରୁ ବି ବାଦ୍ ପଡ଼ିଛି ସମ୍ ହସ୍ପିଟାଲ ।
ଏହାସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/66.jpg)