କନକ ବ୍ୟୁରୋ: ସୁପ୍ରିମକୋର୍ଟ କହିଛନ୍ତି ଯେତେବେଳେ ଗୋଟିଏ କ୍ୟାଡର ଆବଣ୍ଟିତ ହୋଇଥାଏ ସେତେବେଳେ ରାଜ୍ୟ ସରକାର ବଦଳି, ନିଯୁକ୍ତିର ନିିଷ୍ପତ୍ତି ନେଇଥାନ୍ତି । ତେବେ କଣ ଏହି ସିଦ୍ଧାନ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଥାଏ । ଏହାକୁ ନେଇ ଆମେ ସାମ୍ବିଧାନିକ ପ୍ରାବଧାନ ଉପରେ ଅନୁଧ୍ୟାନ କରିବାକୁ ଚାହୁଁଛୁ । ଜଷ୍ଟିସ ନରସିଂହା କହିଛନ୍ତି, ଆମକୁ ଏହା ଦେଖିବା ଦରକାର ଯେ ନିୟମ ହିସାବରେ କ୍ୟାଡର ନିୟନ୍ତ୍ରଣର କ୍ଷମତା କାହା ପାଖରେ?
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତାଙ୍କ ଅଧ୍ୟକ୍ଷତାରେ ଗଛିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଏଥିରେ ଜଷ୍ଟିସ ଏମ ଆର ଶାହ, କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲୀ ଏବଂ ଜଷ୍ଟିସ ପିଏସ ନରସିଂହା ସାମିଲ ରହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ବାଳକୃଷ୍ଣନ ରିପୋର୍ଟ ସମ୍ବିଧାନ ସଂଶୋଧନ ପୂର୍ବର । ଏହି ସଂଶୋଧନରେ ବୈଧତା ନିର୍ଦ୍ଦାରଣ କରିବାକୁ ଆଧାର କରାଯାଇପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/morning-brief-supreme-court-ruling_1664853497400_1665595183848_1665595183848.jpg)