ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ : କଟକଣା ସତ୍ତ୍ୱେ ବାଣଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣ

ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ : କଟକଣା ସତ୍ତ୍ୱେ ବାଣଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣ

କନକ ବ୍ୟୁରୋ : ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣର ମାତ୍ରା । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳ ଧୂଆଁ ଧୂଆଁ ସ୍ଥିତି ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ପୂର୍ବରୁ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଲାଗି ରହିଥିଲା । ଦିପାବଳୀରେ ଲଗାତର ବାଣ ଫୁଟାଇବା ଯୋଗୁଁ ଏହି ପ୍ରଦୂଷଣ ଆହୁରି ବଢିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe