ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଂଚଳରେ କାଠ ଓ ଚମଡା ଗୋଦାମରେ ଲାଗିଲା ନିଆଁ । ନିଆଁ ଲିଭାଇବା କାମରେ ୨୧ଟି ଦମକଳ ନିୟୋଜିତ

Advertisment
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଂଚଳରେ କାଠ ଓ ଚମଡା ଗୋଦାମରେ ଲାଗିଲା ନିଆଁ । ନିଆଁ ଲିଭାଇବା କାମରେ ୨୧ଟି ଦମକଳ ନିୟୋଜିତ

କନକ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଂଚଳରେ କାଠ ଓ ଚମଡା ଗୋଦାମରେ ଲାଗିଛି ନିଆଁ । ନିଆଁର ମାତ୍ରା ନିଆଁ ଲିଭାଇବା କାମରେ ୨୧ଟି ଦମକଳ ନିୟୋଜିତ ରହିଛି । ଶେଷ ଖବର ସୁଦ୍ଧା ଦମକଳ ବାହିନୀ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ।

publive-image

ଏଇ କିଛିଦିନ ତଳେ ଦିଲ୍ଲୀରେ ଲାଗିଥିବା ନିଆଁର ଭୟାବହତା ମନରୁ ନ ଲିଭୁଣୁ ପୁଣି ଦିଲ୍ଲୀରେ ଲାଗିଛି ନିଆଁ। ଆଜି ସକାଳୁ ମୁଣ୍ଡୁକା ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭାଇବାକୁ ୨୧ଟି ଦମକଳ ଗାଡି ନିୟୋଜିତ।

publive-image

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀର ଏକ କାରଖାନାରେ ଲାଗିଥିବା ନିଆଁରେ ୪୩ ଜଣ ପୋଡି ପ୍ରାଣ ହରାଇଥିଲେ। ଏହି ନିଆଁର ଭୟାବହତା ମନରୁ ନ ଲିଭିଣୁ ପୁଣି ମୁଣ୍ଡୁକା ଅଞ୍ଚଳରେ ନିଆଁ ଲାଗିବା ଫଳରେ ଲୋକଙ୍କ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe