କନକ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଂଚଳରେ କାଠ ଓ ଚମଡା ଗୋଦାମରେ ଲାଗିଛି ନିଆଁ । ନିଆଁର ମାତ୍ରା ନିଆଁ ଲିଭାଇବା କାମରେ ୨୧ଟି ଦମକଳ ନିୟୋଜିତ ରହିଛି । ଶେଷ ଖବର ସୁଦ୍ଧା ଦମକଳ ବାହିନୀ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ।
ଏଇ କିଛିଦିନ ତଳେ ଦିଲ୍ଲୀରେ ଲାଗିଥିବା ନିଆଁର ଭୟାବହତା ମନରୁ ନ ଲିଭୁଣୁ ପୁଣି ଦିଲ୍ଲୀରେ ଲାଗିଛି ନିଆଁ। ଆଜି ସକାଳୁ ମୁଣ୍ଡୁକା ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭାଇବାକୁ ୨୧ଟି ଦମକଳ ଗାଡି ନିୟୋଜିତ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀର ଏକ କାରଖାନାରେ ଲାଗିଥିବା ନିଆଁରେ ୪୩ ଜଣ ପୋଡି ପ୍ରାଣ ହରାଇଥିଲେ। ଏହି ନିଆଁର ଭୟାବହତା ମନରୁ ନ ଲିଭିଣୁ ପୁଣି ମୁଣ୍ଡୁକା ଅଞ୍ଚଳରେ ନିଆଁ ଲାଗିବା ଫଳରେ ଲୋକଙ୍କ ଭୟର ବାତାବରଣ ସୃଷ୍ଟି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/DELHI-FIRE_00000.png)
/kanak/media/post_attachments/wp-content/uploads/2019/12/ELtos5GUUAAEl7p.jpg)
/kanak/media/post_attachments/wp-content/uploads/2019/12/ELtos5HU8AAs1Ns.jpg)