ଦିଲ୍ଲୀରେ ସାତଟି ସିଟରେ ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି ଆକଳନ ଅନୁସାରେ ୭ ରୁ ୭ ସିଟକୁ ବିଜେପି ଅକ୍ତିଆର କଲା ଭଳି ଦେଖାଯାଉଛି । ନର୍ଥ ୱେଷ୍ଟ୍ ଦିଲ୍ଲୀରେ ବିଜେପିର ହଂସରାଜ ହଂସ , ଆପ୍ ର ଗଗନ୍ ସିଂହ ୨୨,୨୮୦ ଭୋଟରେ ଆଗୁଆ ଚାଲୁଛନ୍ତି । ପୂର୍ବ ଦିଲ୍ଲ୍ୀରେ କ୍ରିକେଟରରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମ ଗମ୍ଭୀର ଜିତିବା ଭଳି ଲାଗୁଛନ୍ତି ।
ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ୍ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ବିପକ୍ଷରେ ବିଜେପିର ଷ୍ଟାର କ୍ୟାଣ୍ଡିଡେଟ୍ ମନୋଜ ତିୱାରୀ ନିର୍ବାଚନୀ ରଣକୁ ଓହ୍ଲାଇଛନ୍ତି । ତେବେ ତାଙ୍କର ପଲ୍ଲା ମଧ୍ୟ ଭାରି ରହିଛି । ଦକ୍ଷିଣ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀ ବକ୍ସର ବିଜେନ୍ଦର ସିଂହ ନିଜ ବିଜୟକୁ ନେଇ ଆଶ୍ୱସ୍ତ ଅଛନ୍ତି ସେ ବୁଧବାର ନିଜ ଜିତର ଘୋଷଣା କରିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/23delhi-candidates1.jpg)
/kanak/media/post_attachments/wp-content/uploads/2019/05/file751ovppkunkxrqrr9du-1556332318-300x186.jpg)