କନକ ବ୍ୟୁରୋ: ଦିଲ୍ଲୀ ପୁଲିସ ସାକ୍ଷୀ ମୃତ୍ୟୁ ମାମଲାରେ ବଡ ସଫଳତା ପାଇଛି । ମୁଖ୍ୟ ଅଭିଯୁକ୍ତ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଗିରଫ କରାଯାଇଛି । ସାହିଲ ଦିଲ୍ଲୀର ଶାହାବାଜ ଡେରୀ ଅଞ୍ଚଳରେ ନାବାଳିକାକୁ ହତ୍ୟା କରିଥିଲା । ଛୁରୀ ଏବଂ ପଥରରେ ଆକ୍ରମଣ କରି ସେ ଏଭଳି କାଣ୍ଡ ଘଟାଇଥିଲା ।
ସାକ୍ଷୀ ହତ୍ୟା ମାମଲାରେ ଅଭିଯୁକ୍ତ ସାହିଲ ଗିରଫ, ୟୁପି ବୁଲନ୍ଦସହରରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ
/kanak/media/post_attachments/wp-content/uploads/2023/05/Capture-55.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)