ଆଇପିଏଲରେ ପଶିଲା କରୋନା: ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ ଚିହ୍ନଟ

Advertisment
ଆଇପିଏଲରେ ପଶିଲା କରୋନା: ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ ଚିହ୍ନଟ

କନକ ବ୍ୟୁରୋ: ଆଇପିଏଲକୁ ଡରାଇଲାଣି କରୋନା । ବାୟୋବବଲର ସୁରକ୍ଷା ଭେଦ କରି ଆଇପିଏଲରେ ପଶିଲା କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ ଫରହାଟଙ୍କ ଉପରେ ନଜର ରଖିଛନ୍ତି ।

କରୋନା ମହାମାରୀ ପାଇଁ ଗତ ବର୍ଷ ଆଇପିଏଲ ମେ ୪ରେ ସସପେଣ୍ଡ ହୋଇଥିଲା । ଏହି ସମୟରେ ହାଇଦ୍ରାବାଦର ରିଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବାକି ଥିବା ଲିଗ ମ୍ୟାଚକୁ ୟୁଏଇରେ ଖେଳାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe